ବିଜେଡି ପକ୍ଷରୁ ବବିତାରାଉତ ନାମାଙ୍କନ ପତ୍ର ଦାଖଲ କଲେ

0 235

ଭୁବନେଶ୍ୱର,୨୧/୧(ଏସଏସନିୟୁଜ)ରାଜନୈତିକ କ୍ଷେତ୍ରରେ ସବୁସମୟରେଚର୍ଚ୍ଚାରେରହିଆସିଛି ଭୁୁବନେଶ୍ୱରବ୍ଲକର ରଘୁନାଥପୁର, ଦାଢା, କଲ୍ୟାଣପୁର, ବରିମୁଣ୍ଡ,ଇଞଣା ଆଦିକୁ ନେଇ ଗଠିତ ୫ପଂଚାୟତ । ଏହି ୫ପଂଚାୟତକୁନେଇ ଗଠିତ ହୋଇଛି ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ । ବହୁ ଚର୍ଚ୍ଚିତ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ଶେଷରେ ଦାଢାଗ୍ରାମପଂଚାୟତର ବାଲିପଡା ଗ୍ରାମର ବବିତା ରାଉତକୁ ବିଜେଡି ପାର୍ଥିନୀ କରିଛି ।ଶେଷଦିନରେ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଆଜିମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ମୁନା ଖାଙ୍କ ସମେତ ବିଜେଡି ନେତୃମଣ୍ଡଳୀଙ୍କ ଉପସ୍ଥିତରେ ରାଉତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.