ନୟାଗଡ଼ ବାଇପାସକୁ ମିଳିଲା ମଞ୍ଜୁରୀ

0 199

ଭୁବନେଶ୍ୱର, ୨୧/୧(ଏସଏସନିୟୁଜ)ଜାତୀୟ ରାଜପଥ-୫୭ରୁ ନୟାଗଡ଼ ଟାଉନ୍ ବାଇପାସ୍ ନିର୍ମାଣକୁ ମଞ୍ଜୁରୀ ମିଳିଥିବାନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିପାଇଁ ୩ ଶହ କୋଟି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ବାଇପାସ୍ ମାଙ୍କପାଲ୍ଲୀରୁ ବଡ଼ପଣ୍ଡୁସର ପର‌୍ୟ୍ୟନ୍ତ ୧୭ କିମି ରାସ୍ତା ନିର୍ମାଣ ପାଇଁ ୧୦୪ କୋଟି ଓ ଜମି ଅଧିଗ୍ରହଣ ପାଇଁ ୧୩୦ କୋଟି ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.