ବିଜେଡ଼ିକୁ ଟପିବ ବିଜେପି:-ସର୍ଭେ

0 65

ଭୁବନେଶ୍ୱର,୭।୨(ଏସଏସନିଉଜ)ଟାଇମ୍ସ ନାଓ ସର୍ଭେରେ ଓଡ଼ିଶାରେ ବିଜେଡିକୁ ଟପିବ ବିଜେପି ବୋଲି ଆକଳନ କରାଯାଇଛି।ଲୋକସଭାରେ ବିଜେଡିକୁ ୯ ଓ ବିଜେପିକୁ ୧୧ସିଟର ଆକଳନ କରାଯାଇଛି।କଂଗ୍ରେସର ସଫଳତା କେବଳ ଗୋଟିଏ ସିଟ୍‌ରେ ସୀମିତ ବୋଲି ଆକଳନରେ ଜଣାପଡିଛି।
ଲୋକସଭାରେ ବିଜେଡିକୁ ୪୦.୪% ଓ ବିଜେପିକୁ ୪୪.୮% ଭୋଟ୍‌ ଓକଂଗ୍ରେସକୁ ୯.୬% ଓ ଅନ୍ୟାନ୍ୟ ଦଳକୁ ୫.୨% ଭୋଟ ସମ୍ଭାବନା ରହିଛି।ବିଧାନ ସଭାରେ ବିଜେଡ଼ି ଏକକ ବୃହତ୍ତମ ଓ ୨ୟରେ ରହିବ ବିଜେପି ବୋଲି ସର୍ଭେରୁ ଜଣାପଡିଛି।

Leave A Reply

Your email address will not be published.