ବିଜେଡିର ଦ୍ୱିତୀୟପର୍ଯ୍ୟାୟ ପାର୍ଥିତାଲିକା

0 77

ଭୁବନେଶ୍ୱର,୩।୪(ଏସଏସନିଉଜ)ବିଜେଡିର ଦ୍ୱିତୀୟପର୍ଯ୍ୟାୟ ପାର୍ଥିତାଲିକା ଘୋଷଣା ହୋଇଛି।ଜଣାନ୍ତୁ କିଏ କେଉଁଠାରୁ ଟିକେଟ ପାଇଲେ…
ଆଠମଲ୍ଲିକ- ନଳିନୀ ପ୍ରଧାନ ,

ବୀରମହାରାଜପୁର- ପଦ୍ମନାଭ ବେହେରା

ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ- ଜୟଶ୍ରୀ କହଁର,
ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା
ତିର୍ତ୍ତୋଲ- ରମାକାନ୍ତ ଭୋଇ

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱରଉତ୍ତର- ସୁଶାନ୍ତ ରାଉତ
ଏକାମ୍ର- ଅଶୋକ ପଣ୍ଡା

ଖଲ୍ଲିକୋଟ-ସୂର୍ଯ୍ୟମଣି ବୈଦ୍ୟ
ତଳସରା- ବିନୟ ଟପ୍ପୋ

ସୁନ୍ଦରଗଡ଼- ଯୋଗେଶ ସିଂହ
ବ୍ରଜରାଜନଗର-ଅଳକା ମହାନ୍ତି
ଝାରସୁଗୁଡ଼ା-ଦୀପାଳି ଦାସ
ରାଜଗାଙ୍ଗପୁର-ଅନୀଲ ବାର୍ଲା

ବଡ଼ସାହି- ଅନସୂୟା ପାତ୍ର
ଯଶୀପୁର- ଚକ୍ରଧର ହେମ୍ବ୍ରମ୍‌

ଉଦଳା- ଶ୍ରନାଥ ସୋରେନ୍‌
ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ
ସୋର- ମାଧବ ଧଡା
ଆସିକା- ମଞ୍ଜୁଳା ସ୍ୱାଇଁ

ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ
ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ
ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ

Leave A Reply

Your email address will not be published.