ବିଜେଡିର ମିଶ୍ରଣ ପର୍ବ

0 246

ଗଞ୍ଜାମ, ୨୭/୧୧(ଏସଏସନିୟୁଜ)ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମପଞ୍ଚାୟତର ଖୋଳଖାଳି ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ର ପାଞ୍ଚଶହ ପରିବାର ବିଜେପି ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ଶୁସାଶନରେ ଅନୁପ୍ରାଣିତ ହୋଇ ଆଜି ଖୋଳଖାଳି ଗ୍ରାମର ପିଜେପି ନେତା କାର୍ତ୍ତିକ ସାହାଣୀ ଙ୍କ ନେତୃତ୍ୱରେ ଏକ ହଜାରରୁ ଉର୍ଦ୍ଧ ବିଜେପି କର୍ମୀ ଆଜି ବିଦ୍ଧିବଦ୍ଧ ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିରେ ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଏହି ପଞ୍ଚାୟତ ରେ ବହୁ ଉର୍ନତି ମୂଳକ କାର‌୍ୟ୍ୟକ୍ରମ ହାତକୁ ନିଆଯିବବୋଲି ବିଧାୟକ ଶ୍ରୀକାନ୍ତ ସାହୁ କହିଛନ୍ତି ।ଏହି ମିଶ୍ରଣ ପର୍ବରେ ବୁଗୁଡ଼ା ବ୍ଲକର ବହୁ ବିଜେଡି ସରପଞ୍ଚ ଓ ସମିତିସଭ୍ୟ ଙ୍କ ସମେତ ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.