ବିଜେପି ନିଯୁକ୍ତ କଲା ୩୬ ଜିଲ୍ଲା ପ୍ରଭାରୀ

0 508

ଭୁବନେଶ୍ୱର,୨୨/୭(ଏସ୍‌ଏସ୍‌ନିୟୁଜ)ବିଜେପି ତାର ସାଙ୍ଗଠନିକ ଜିଲ୍ଲାପାଇଁ ପ୍ରଭାରୀ ନିଯୁକ୍ତି ଦେଇଛି ।କଟକ ସହର ପାଇଁ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱରଭୁପାଇଁ ବନ ମୋହନ ଜେନା, ଖୋର୍ଦ୍ଧାପାଇଁ ଭୃଗୁ ବକ୍ସିପାତ୍ର, ଅନୁଗୁଳପାଇଁ ସୀମାଞ୍ଚଳ ଖଟେଇ, ବାଲେଶ୍ୱରପାଇଁ ଗୋଲକ ମହାପାତ, ପୁରୀପାଇଁ ଲେଖାଶ୍ରୀ ସାମନ୍ତସିଂହାର, ବରଗଡ଼ପାଇଁ ନାଉରୀ ନାଏକ, ବାରିପଦାପାଇଁ ବିଷ୍ଣୁ ସେଠୀ ,ବଲାଙ୍ଗୀରପାଇଁ ସୁରେଶ୍ୱର ଶତପଥୀ, ଭଦ୍ରକପାଇଁ କାଳନ୍ଦୀ ସାମଲ, ବୌଦ୍ଧପାଇଁ ରାମଚନ୍ଦ୍ର ମେହେର, ବଣାଇପାଇଁ ବଟ୍ଟ କିଶୋର ମିଶ୍ର, କଟକ ସଦରପାଇଁ ଅମର ନାଏକ, ଦେଓଗଡ଼ପାଇଁ ଧୀରେନ ସେନାପତି, ଢ଼େଙ୍କାନାଳପାଇଁ ପ୍ରଭାତୀ ପରିଡ଼ା, ଗଜପତିପାଇଁ ସରୋଜ ସାବତ, ଘୁମୁସର(ଗଞ୍ଜାମ) ପାଇଁ ସୁରଥ ବିଶ୍ୱାଳ, ଯାଜପୁରପାଇଁ ସାରଦା ପ୍ରସାଦ ଶତପଥି, ଜଗତସିଂହପୁରପାଇଁ ସାରଦା ପ୍ରଧାନ, ଝାରସୁଗୁଡ଼ାପାଇଁ ଶଙ୍କର ଓରାମ, କଳାହାଣ୍ଡିପାଇଁ ରମେଶ ସାହୁ, କନ୍ଧମାଳପାଇଁ ବିରଞ୍ଚି ନାରାୟଣ ତ୍ରିପାଠୀ, କେନ୍ଦ୍ରାପଡ଼ାପାଇଁ ଯତୀନ ମହାନ୍ତି, କେନ୍ଦୁଝରପାଇଁ ନବୀନ ରାମ, କୋରାପୁଟପାଇଁ ବଳଭଦ୍ର ମାଝୀ, ମାଲକାନଗିରି ପାଇଁ କାଳୀରାମ ମାଝୀ, ନୟାଗଡ଼ପାଇଁ ନିରଞ୍ଜନ ମିଶ୍ର, ନବରଙ୍ଗପୁରପାଇଁ ମୁକେଶ ମହାଲିଙ୍ଗ, ନୂଆପଡ଼ାପାଇଁ ଆର୍ତତ୍ରାଣ ମହାପାତ୍ର, ପାନପୋଷପାଇଁ ରବି ନାରାୟଣ ନାଏକ, ରାଇରଙ୍ଗପୁରପାଇଁ ମୋହନ ମାଝୀ, ରାୟଗଡ଼ାପାଇଁ ଗୋବିନ୍ଦ ଜୈନ, ସମ୍ବଲପୁରପାଇଁ ଟଙ୍କଧର ତ୍ରିପାଠୀ,ସୁନ୍ଦରଗଡ଼ପାଇଁ ମୁରଲି କ୍ରିଷ୍ଣା, ସୁବର୍ଣ୍ଣପୁରପାଇଁ ଭବେନ୍ଦ୍ର ପଣ୍ଡା ନିଯୁକ୍ତି ପାଇଛନ୍ତି । ଓଡିଶାର ୩୬ ସାଙ୍ଗଠନିକ ଜିଲ୍ଲାରେ ପ୍ରଭାରୀ ନିଯୁକ୍ତି କୁ ଅନୁମୋଦନ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

Leave A Reply

Your email address will not be published.