ପୁଣି ଆଜି ୧୦୭୮ ପଜିଟିଭ ଚିହ୍ନଟ

0 197

ଭୁବନେଶ୍ୱର,୨୨/୭(ଏସ୍‌ଏସ୍‌ନିୟୁଜ) ପୁଣି ୨୮ଟି ଜିଲ୍ଲାରୁ ୧୦୭୮ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରେ ୭୨୧ଜଣ କ୍ୱାରେଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୫୭ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରେ ଅନୁଗୁଳୁରୁ ୧୨ ଜଣ ,ବାଲେଶ୍ୱରରୁ ୧୦ଜଣ,ବରଗଡରୁ୨୬ ଜଣ, ଭଦ୍ରକରୁ୧୫ଜଣ, ବଲାଙ୍ଗିରିରୁ୬ଜଣ, ବୈାଦ୍ଧରୁ୩ଜଣ,କଟକରୁ୫୭ଜଣ, ଢେଙ୍କାନାଳରୁ୨ଜଣ, ଗଜପତିରୁ୨୪ଜଣ, ଗଞାମରୁ୩୭୧ଜଣ,ଜଗତସିଂହପୁରରୁ ୩୫ଜଣ,ଯାଜପୁରରୁ୨୦ଜଣ, ଝାରସୁଗୁଡାରୁ୩୪ଜଣ ,କଳାହାଣ୍ଡିରୁ୧୫, କନ୍ଧମାଳରୁ ୧୩ଜଣ,କେନ୍ଦ୍ରାପଡାରୁ୨୪,କେଉଁଝରରୁ୧୬,ଖୋର୍ଦ୍ଧାରୁ୧୨୧,କୋରାପୁଟରୁ୧୫,ମାଲକାନାଗିରିରୁ୬୬,ମୟୁରଭଞରୁ୧୩,ନବରଙ୍ଗପୁରରୁ୧୭,ନୟାଗଡରୁ୫,ପୁରୀରୁ୨୮,ରାୟଗଡାରୁ୯୬ଜଣ,ସମ୍ବଲପୁରରୁ୨୦, ସୋନପୁରରୁ୧୦,ସୁନ୍ଦରଗଡରୁ୨୯ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୩୫କୁ ବୃଦ୍ଧିପାଇଛି ବୋଲି ରାଜ୍ୟ ସୁଚନା ଓ ଲୋକସର୍ମ୍ପକ ବିଭାଗ ପକ୍ଷରୁ ସୁଚନା ମିଳିଛି ।

Leave A Reply

Your email address will not be published.