ବିଜେପି ଘୋଷଣା କଲା ୧୧୨ବିଧାନସଭା ପ୍ରାର୍ଥୀତାଲିକା

0 125

ବିଜେପି ଆଜି ଘୋଷଣା କରିଛି ୧୧୨ଟି ବିଧାନସଭା ପ୍ରାର୍ଥୀତାଲିକା।ବଳକା ୩୫ ଆସନରେ ବିଜେପିପ୍ରାର୍ଥୀ ଘୋଷଣା କରିନାହିଁ ।ବିଜେଡିଛାଡି ବିଜେପିରେ ଯୋଗଦେଇଥିବା ଅନେକନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି ।
1. ପଦ୍ମପୁର- ଗୋବର୍ଦ୍ଧନ ଭୋୟ
2. ବିଜେପୁର-ସନତ କୁମାର ଗର୍ତିଆ
3. ବରଗଡ-ଅଶ୍ବିନୀ କୁମାର ଷଡଙ୍ଗୀ
4. ଅତାବିରା-ନିହାର ରଞ୍ଜନ ମହାନନ୍ଦା
5. ଭଟ୍ଲି -ଇରାଶିଷ ଆଚାର୍ଯ୍ୟ
6. ବ୍ରଜରାଜନଗର-ସୁରେଶ ପୂଜାରୀ
7. ଝାରସୁଗୁଡା- ଟଙ୍କଧର ତ୍ରିପାଠୀ
8. ତଲସରା-ଭବାନୀ ଶଙ୍କର ଭୋଇ
9. ସୁନ୍ଦରଗଡ-କୁସୁମ ଟେଟେ
10.ବୀରମିତ୍ରପୁର-ଶଙ୍କର ଓରାମ
11. ରଘୁନାଥପାଲି-ଦୁର୍ଗା ଚରଣ ତନ୍ତି
12. ରାଜଗାଙ୍ଗପୁର-ନରସିଂହ ମିଞ୍ଜ
13. ବଣାଇ-ସେବତୀ ନାୟକ
14. କୁଚିଣ୍ଡା-ରବି ନାରାୟଣ ନାୟକ
15. ରେଙ୍ଗାଲି-ନାଉରୀ ନାୟକ
16. ସମ୍ବଲପୁର-ଜୟ ନାରାୟଣ ମିଶ୍ର
17. ରେଢାଖୋଲ-ଦେବେନ୍ଦ୍ର ମହାପାତ୍ର
18. ଦେବଗଡ-ସୁବାଷ ଚନ୍ଦ୍ର ପାଣିଗ୍ରାହୀ
19. ଆନନ୍ଦପୁର-ଆଲୋକ କୁମାର ସେଠୀ
20. କେନ୍ଦୁଝର-ମୋହନ ଚରଣ ମାଝୀ
21. ଯଶୀପୁର-ଗଣେଶ ରାମସିଂହ ଖୁଣ୍ଟିଆ
22. ଉଦଳା-ଭାଷ୍କର ମଢେଇ
23. ବଡସାହି-ସନାତନ ବିଜୁଳି
24. ବାରିପଦା-ପ୍ରକାଶ ସୋରେନ୍
25. ମୋରଡା-କୃଷ୍ଣଚନ୍ଦ୍ର ମହାପାତ୍ର
26. ଜଳେଶ୍ବର-ବ୍ରଜ ପ୍ରଧାନ
27. ବାଲେଶ୍ବର-ମାନସ କୁମାର ଦତ୍ତ
28. ରେମୁଣା-ଗୋବିନ୍ଦ ଚନ୍ଦ୍ର ଦାସ
29. ସୋର-ରାଜେନ୍ଦ୍ର ଦାସ
30. ସିମୁଳିଆ-ପଦ୍ମଲୋଚନ ପଣ୍ଡା
31. ଭଦ୍ରକ-ଶୀତାଂଶୁ ଶେଖର ମହାପାତ୍ର
32. ଧାମନଗର-ସୁର୍ଯ୍ୟବଂଶୀ ସୁରଜ
33. ଚାନ୍ଦବାଲି-ମନମୋହନ ସାମଲ
34. ବିଞ୍ଝାରପୁର-ବବିତା ମଲ୍ଲିକ
35. ବଡଚଣା-ଅମର କୁମାର ନାୟକ
36. ଧର୍ମଶାଳା- ସ୍ମୁତିରେଖା ପହି
37. ଯାଜପୁର-ଗୌତମ ରାୟ
38. କୋରେଇ-ଆକାଶ ଦାସନାୟକ
39. ସୁକିନ୍ଦା-ପ୍ରଦୀପ ବଳସାମନ୍ତ
40. ଢେଙ୍କାନାଳ-କୃଷ୍ଣଚନ୍ଦ୍ରପାତ୍ର
41.କାମାକ୍ଷାନଗର-ଶତୃଂଘଜେନା
42. ପରଜଙ୍ଗ-ବିଭୂତି ଭୂଷଣ ପ୍ରଧାନ
43.ପାଲଲହଡା-ଅଶୋକମହାନ୍ତି
44. ତାଳଚେର-କାଳନ୍ଦୀ ଚରଣ ସାମଲ
45. ଅନୁଗୁଳ-ପ୍ରତାପଚନ୍ଦ୍ରପ୍ରଧାନ
46. ଛେଣ୍ଡିପଦା-ଅଗସ୍ତିବେହେରା
47. ଆଠମଲ୍ଲିକ-ସଞ୍ଜୀବ ସାହୁ
48.ବୀରମହାରାଜପୁର-ରଘୁନାଥ ଜଗଦଲା
49. ସୋନପୁର-ପ୍ରମୋଦ ମହାପାତ୍ର
50. ଲୁଇସିଂହା-ମୁକେଶ ମହାଲିଙ୍ଗ
51. ପାଟଣାଗଡ-କନକ ବର୍ଦ୍ଧନ ସିଂହଦେଓ
52. ବଲାଙ୍ଗିର-ଗୋପାଲଜୀ ପାଣିଗ୍ରାହୀ
53. ଟିଟଲାଗଡ-ନବୀନ ଜୈନ
54. କଣ୍ଟାବାଞ୍ଜି-ଲକ୍ଷ୍ମଣ ବାଗ୍
55. ନୂଆପଡା-ଅଭିନନ୍ଦନ କୁମାର ପଣ୍ଡା
56. ଖରିଆର୍- ହିତେଶ କୁମାର ବଗର୍ତ୍ତି
57. ଉମରକୋଟ-ନିତ୍ୟାନନ୍ଦ ଗଣ୍ଡ
58. ନବରଙ୍ଗପୁର-ଗୌରି ଶଙ୍କର ମାଝି
59. ଲାଞ୍ଜିଗଡ-ରମେଶ୍ ଚନ୍ଦ୍ର ମାଝି
60. ଜୁନାଗଡ-ମନୋଜ କୁମାର ମେହେର
61. ଧର୍ମଗଡ-ସୁଧୀର ପାଟ୍ଟ ଯୋଶୀ
62. ଭବାନୀପାଟଣା-ପ୍ରଦୀପ୍ତ କୁମାର ନାଏକ
63. ନର୍ଲା-ଅନିରୁଦ୍ଧ ପ୍ରଧାନ
64. ବାଲିଗୁଡା-କଳ୍ପନା କୁମାରୀ କହଁର
65.ଜି.ଉଦୟଗିରି-ମାନଗୋବିନ୍ଦ ପ୍ରଧାନ
66. ଫୁଲବାଣୀ-ଉମା ଚରଣ ମଲ୍ଲିକ
67. କଣ୍ଟାମାଳ-କହ୍ନାଇ ଚରଣ ଡାଙ୍ଗ
68. ବୌଦ୍ଧ-ସରୋଜ ପ୍ରଧାନ
69. ବଡମ୍ବା-ସମ୍ବିତ ତ୍ରିପାଠୀ
70. ବାଙ୍କି-ତୁଷାରକାନ୍ତ ଚକ୍ରବର୍ତ୍ତୀ
71. ଆଠଗଡ-ଅଭୟ କୁମାର ବାରିକ
72. ଚୌଦ୍ବାର-କଟକ-ନୟନ କିଶୋର ମହାନ୍ତି
73. ନିଆଳି-ଛବି ମଲ୍ଲିକ
74. କଟକ ସଦର-ପ୍ରକାଶ ଚନ୍ଦ୍ର ସେଠୀ
75. ମାହାଙ୍ଗା-ସୁମନ୍ତ କୁମାର ଘଡେଇ
76. ପାଟକୁରା-ତେଜେଶ୍ବର ପରିଡା
77. ଆଳି-କୃଷ୍ଣ ଚନ୍ଦ୍ର ପଣ୍ଡା
78. ମହାକାଳପଡା-ଦୁର୍ଗା ପ୍ରସନ୍ନ ନାୟକ
79. ପାରାଦୀପ-ସମ୍ପଦ କୁମାର ସ୍ବାଇଁ
80. ତିର୍ତ୍ତୋଲ-ରାଜକିଶୋର ବେହେରା
81. ନିମାପଡା-ପ୍ରଭାତୀ ପରିଡା
82. ପୁରୀ-ଜୟନ୍ତ କୁମାର ଷଡଙ୍ଗୀ
83. ବ୍ରହ୍ମଗିରି-ଉପାସନା ମହାପାତ୍ର
84. ସତ୍ୟବାଦୀ- ଓମ୍ ପ୍ରକାଶ ମିଶ୍ର
85. ପିପିଲି- ଆଶ୍ରିତ କୁମାର ପଟ୍ଟନାୟକ
86. ଜୟଦେବ-ଅରବିନ୍ଦ ଢାଲି
87. ଭୁବନେଶ୍ବରମଧ୍ୟ-ଜଗନ୍ନାଥ ପ୍ରଧାନ
88. ଭୁବନେଶ୍ବର ଉତ୍ତର- ପ୍ରିୟଦର୍ଶୀ ମିଶ୍ର
89. ଏକାମ୍ର-ଭୁବନେଶ୍ବର-ବାବୁ ସିଂହ
90. ଜଟଣୀ-ବିଶ୍ବରଞ୍ଜନ ବଡଜେନା
91. ଚିଲିକା-ପୃଥ୍ବୀରାଜ ହରିଚନ୍ଦନ
92. ରଣପୁର-ତାପସ ରଞ୍ଜନ ମାର୍ଥା
93. ଖଣ୍ଡପଡା-ଦୁଷ୍ମନ୍ତ ସ୍ବାଇଁ
94. ଦଶପଲ୍ଲା-ରାଘମ ମଲ୍ଲିକ
95. ନୟାଗଡ-ପ୍ରତ୍ୟୁଷା ରାଜେଶ୍ବରୀ ସିଂହ
96. ଭଞ୍ଜନଗର-ପ୍ରଦ୍ୟୁମ୍ନ କୁମାର ନାୟକ
97. ପୋଲସରା-ଗୋକୁଳାନନ୍ଦ ମଲ୍ଲିକ
98. କବିସୂର୍ଯ୍ୟନଗର-ପ୍ରତାପ ଚନ୍ଦ୍ର ନାୟକ
99. ଖଲ୍ଲିକୋଟ-ପୂର୍ଣ୍ଣ ଚନ୍ଦ୍ର ସେଠୀ
100.ଛତ୍ରପୁର-କୃଷ୍ଣ ଚନ୍ଦ୍ର ନାୟକ
101.ଆସ୍କା-ସରୋଜ କୁମାର ପାଢୀ
102.ସୋରଡା-ନିଳମଣୀ ବିଷୋୟୀ
103.ହିଞ୍ଜିଳା- ଶିଶିର ମିଶ୍ର
104.ଗୋପାଳପୁର-ବିଭୂତି ଭୂଷଣ ଜେନା
105.ବ୍ରହ୍ମପୁର-କେ. ଅନିଲ କୁମାର
106.ଦିଗପହଣ୍ଡି-ସିଦ୍ଧାନ୍ତ ମହାପାତ୍ର
107.ଚିକିଟି-ମନୋରଞ୍ଜନ ଦ୍ୟାନ ସାମନ୍ତରାୟ
108.ପାରଳାଖେମୁଣ୍ଡି-କେ. ନାରାୟଣ ରାଓ
109.ଗୁଣପୁର-ତ୍ରିନାଥ ଗମାଙ୍ଗୋ
110.କୋରାପୁଟ-ରଘୁରାମ ମାଚ୍ଛ
111.ପଟ୍ଟାଙ୍ଗି-ଚୈତନ୍ୟ ହନ୍ତାଳ
112.ମାଲକାନଗିରି-ନରସିଂହ ମାଡକାମୀ

Leave A Reply

Your email address will not be published.