ପ୍ରାର୍ଥୀ ଘୋଷଣାକଲା କଂଗ୍ରେସ

0 114

ଭୁବନେଶ୍ୱର,୨।୪(ଏସଏସନିଉଜ) ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରିଛି କଂଗ୍ରେସ ।୮ଲୋକସଭା ଓ ୪୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣାକରିଛି କଂଗ୍ରେସ ଆସନ୍ତୁ ଜାଣିବା….
ଲୋକସଭା ପ୍ରାର୍ଥୀ-
୧) ବରଗଡ଼-ସଞ୍ଜୟ ଭୋଇ
୨) ସୁନ୍ଦରଗଡ଼-ଜନାର୍ଦ୍ଧନ ଦେହୁରୀ
୩) ବଲାଙ୍ଗିର- ମନୋଜ ମିଶ୍ର
୪) କଳାହାଣ୍ଡି-ଦ୍ରୌପଦୀ ମାଝୀ
୫) ନବରଙ୍ଗପୁର-ଭୁଜବଳ ମାଝୀ
୬) କନ୍ଧମାଳ-ଅମିର ଚାନ୍ଦ ନାୟକ
୭) ବ୍ରହ୍ମପୁର-ରଶ୍ମିରଞ୍ଜନ ପଟ୍ଟନାୟକ
୮) କୋରାପୁଟ-ସପ୍ତଗିରି ଉଲ୍ଲାକା
ବିଧାନସଭା ପ୍ରାର୍ଥୀ-
୧) ନୂଆପଡ଼ା-ଶରତ ପଟ୍ଟନାୟକ
୨) ପଦ୍ମପୁର-ଟଙ୍କଧର ସାହୁ
୩) ବିଜେପୁର-କିଶୋର ଦଫାଦାର
୪) ବରଗଡ଼-ନିପନ ଦାସ
୫) ଭଟଲୀ-ବ୍ରହ୍ମା ମହାକୁଡ଼
୬) ବ୍ରଜରାଜନଗର-କିଶୋର ପଟେଲ
୭) ତଳସରା-ପ୍ରବୋଧ ତିର୍କୀ
୮) ସୁନ୍ଦରଗଡ଼-ସୁଧାରାଣୀ ରାଉଡ଼ିଆ
୯) ରଘୁନାଥପାଲୀ-ଗୋପାଳ ଦାସ
୧୦) ରାଉରକେଲା- ବିରେନ୍ଦ୍ର ନାଥ ପଟ୍ଟନାୟକ
୧୧) ରାଜଗାଙ୍ଗପୁର-ରାଜନ ଏକ୍କା
୧୨) ଲୋଇସିଂହା- ଓମ୍ ପ୍ରକାଶ କୁମ୍ଭାର
୧୩) ପାଟଣାଗଡ଼-ଅନୀଲ ମେହେର
୧୪)ବଲାଙ୍ଗୀର-ସମରେନ୍ଦ୍ର ମିଶ୍ର
୧୫) କଣ୍ଟାବାଞ୍ଜି-ସନ୍ତୋଷ ସିଂହ ସାଲୁଜା
୧୬)ଉମରକୋଟ-ସନରାଜ ଗଣ୍ଡ
୧୭) ଝରିଗାଁ-ହାରାବତୀ ଗଣ୍ଡ
୧୮) ନବରଙ୍‌ଗପୁର-ଦିଲ୍ଲୀପ ପ୍ରଧାନ
୧୯) ଡାବୁଗାଁ-ଲିପିକା ମାଝୀ
୨୦) ଲାଞ୍ଜିଗଡ଼-ବଳଭଦ୍ର ମାଝୀ
୨୧) ଗୁନାଗଡ଼-ତୁଳେଶ୍ୱର ନାଏକ
୨୨) ଧର୍ମଗଡ଼-ରଶ୍ମୀରେଖା ରାଉତ
୨୩) ଭବାନୀପାଟଣା-ସାଗର ଦାସ
୨୪) ନର୍ଲା- ଭକ୍ତ ଚରଣ ଦାସ
୨୫) ବାଲିଗୁଡ଼ା- ସୁରଦ ପ୍ରଧାନ
୨୬)ଜି. ଉଦୟଗିରି-ପ୍ରଫୁଲ୍ଲ ପ୍ରଧାନ
୨୭) ଫୁଲବାଣୀ-ପ୍ରତିଭା କହଁର
୨୮) କଣ୍ଟାବାଳ-ମନୋଜ ଆଚାର୍ଯ୍ୟ
୨୯) ବୌଦ୍ଧ- ନବ ମିଶ୍ର
୩୦)ଭଞ୍ଜନଗର-ପ୍ରଶାନ୍ତ ବିଶୋଇ
୩୧) ପୋଲସରା- ଅଗସ୍ତୀ ବରଦା
୩୨)କବି ସୂର୍ଯ୍ୟନଗର- ଚିରଞ୍ଜିବ ବିଶୋଇ
୩୩) ସୋରଡ଼ା- ହିରିକ୍ରିଷ୍ଠା ରଥ
୩୪) ସାନଖେବୁଣ୍ଡି -ରମେଶ ଜେନା
୩୫) ଚିକିଔି- ରବିନ୍ଦ୍ର ଦ୍ୟାନ ସାମନ୍ତରାୟ
୩୬) ମୋହନା- ଦାଶରଥି ଗମାଙ୍ଗ
୩୭) ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
୩୮) ଗୁଣୁପୁର-ସତ୍ୟଜିତ ଗମାଙ୍ଗ
୩୯) ବିଷମକଟକ- ନୀଳମାଧବ ହିକକା
୪୦) ରାୟଗଡ଼ା- ଆପଲସ୍ୱାମୀ କାଡ୍ରାକା
୪୧) ଲକ୍ଷ୍ମୀପୁର -ପବିତ୍ର ସାଉଁନ୍ତା
୪୨) କୋଟପାଡ଼- ଅନାମ ଦିଆନ
୪୩) ଜୟପୁର-ତାରାପ୍ରସାଦ ବାହିନୀପତି
୪୪) କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ
୪୫) ପଟାଙ୍ଗୀ-ରାମଚନ୍ଦ୍ର କାଡ଼ାମ
୪୬)ମାଲକାନଗିରି-ମାଲାମାଢ଼ୀ
୪୭) ଚିତ୍ରକୋଣ୍ଡା -ମଙ୍ଗୁ ଖିଲ

Leave A Reply

Your email address will not be published.