ବିଏମସି କାର୍ଯ୍ୟାଳୟରେ ୨୨ ପଜିଟିଭ

0 460

ଭୁବନେଶ୍ୱର,୧୩ ୧(ଡିଏନଏ)ବିଏମସି କାର୍ଯ୍ୟାଳୟରେ ଗତକାଲି ଟେଷ୍ଟ କରାଯାଇଥବା ନମୁନାରୁ ୨୨ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଏହାପରେ ଅନ୍ୟ ସବୁ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯିବ ବୋଲି କୁହାଯାଉଛି । ୨୨ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହେବାପରେ ବିଏମସି   କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବାର ଜଣାପଡିଛି।

Leave A Reply

Your email address will not be published.