ବୋଲବମ୍ ଉପରେ ଲାଗିଲା ରୋକ୍

0 185

ଭୁବନେଶ୍ୱର, ୧୩/୭(ଏସଏସନିୟୁଜ) କରୋନା ପାଇଁ ସବୁ କିଛି ଫିକା ପଡିଯାଇଛି । ସରକାର ଏବେ ବୋଲବମ୍ ଉପରେ କଟକଣା ଲଗାଇଛନ୍ତି । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବୋଲବମ୍ ଉପରେ ଲାଗିଲା କଟକଣା ଲାଗିଥିବାନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରିହୋଇଛି । ସର୍ବସାଧାରଣ ରାସ୍ତାରେ ପାଣିଧରି ଯାଇପାରିବେନି କି କୌଣସି ଶିବ ମନ୍ଦିରକୁ ଯାଇପାରିବେନି କାଉଡ଼ିଆ କି କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

Leave A Reply

Your email address will not be published.