ନାଳରୁ ଉଦ୍ଧାର ସମ୍ବର ଚିକିସ୍‌।ପରେ ମୃତ

0 165

ଭଞ୍ଜନଗର, ୧୩/୭(ଏସଏସନିୟୁଜ) ଉତ୍ତର ଘୁମୁସର ବନଖଣ୍ଡ ର ଢେପାପଲ୍ଲୀ ଗ୍ରାମ ନିକଟ ଜଙ୍ଗଲରେ ଥିବା ନାଳରୁ ଗୁଳିମାଡ଼ରେ ଗୁରୁତର ଶମ୍ଭରକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ବନବିଭାଗ ଆହତ ସମ୍ଭରର ଡାକ୍ତରଖାନାରେ ଚିକିସ୍‌। କରାଇ ବନବିହାରକୁ ନିଆଯିବାର କିଛି ସମୟପରେ ଶମ୍ଭରର ମୃତ୍ୟୁ ଘଟିଥିଲା । ମୃତ୍ୟୁ ସମ୍ବରକୁ ବ୍ୟବଛେଦ ପରେ ବନବିହାର ପରିସରେ ପୋତି ଦିଆଯାଇଥିଲା । ଢେପାପଲ୍ଲୀ ଜଙ୍ଗଲରେ ସମ୍ବରଟିକୁ ଶିକାରୀ ଗୁଳିମାଡ଼ କରିବାରୁ ଗୁରୁତର ଅବସ୍ଥାରେ ଦଉଡୁଥିବାବେଳେ କିଛି କୁକୁର ମଧ୍ୟ ସମ୍ବରଟିର ପିଛା କରିବାରୁ ଏକ ନାଳ ଭିତରେ ପଡିଯାଇ ଥିଲା ।

Leave A Reply

Your email address will not be published.