ବୋମାମାଡ଼ରେ ଜଳିଗଲେ କାର

0 26

କାମାକ୍ଷାନଗର,୧୪।୩(ଏସଏସନିଉଜ) ବୋମାମାଡ଼ ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ।
ସାଇ ବିହାର ଲେନ୍‌ରେ ଏକ ଦୋକାନଘର ଗ୍ୟାରେଜରେ ବୋମାମାଡ଼ ହୋଇଛି।ବୋମାମାଡ଼ରେ କାର୍ ଚୁରମାର୍ ହୋଇଯାଇଥିବାବେଳେ ପେଟ୍ରୋଲ ନିଆଁରେ ଜଳିଯାଇଛି ପିକଅପ୍।ଏହାଦ୍ୱାରା
୮୦ ହଜାରରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ, ହୋଇଥିବନେଇ ଥାନାରେ ଏତଲା ହୋଇଛି।

Leave A Reply

Your email address will not be published.