ମେଣ୍ଟନେଇ ଆଜି ଆସିପାରେ ବଡ଼ନିଷ୍ପତ୍ତି !

0 35

ଭୁବନେଶ୍ୱର,୧୪।୩(ଏସଏସନିଉଜ)ଆଜି ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ।
ଦଳର ବରିଷ୍ଠନେତାଙ୍କୁ ନବୀନ ନିବାସକୁ ଡାକରା ହୋଇଛି।ପୂର୍ବ ବୈଠକରେ ଥିବା ନେତାଙ୍କୁ ପୁଣି ଡାକରା ହୋଇଛି।ଏଥିରେସବୁ ଜିଲ୍ଲାପର୍ଯ୍ୟବେକ୍ଷକ ବି ଯୋଗଦେବେ।ଅପରାହ୍‌ଣରେ ଥିବା ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି।ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ ଆଲୋଚନା ।ଅନ୍ୟପଟେ ବିଚାର ଆଲୋଚନା କରୁଛୁ ବୋଲି କହିଛନ୍ତି ମନମୋହନ।ଦିଲ୍ଲୀରୁ ଫେରିବାପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଆମର ପ୍ରକ୍ରିୟା ଯାହା ହେବା କଥା ସବୁ ଠିକ୍
ଚାଲିଛି କହିଲେ ମନମୋହନ।ସବୁ ବିଷୟରେ ବିଚାର ଆଲୋଚନା କରୁଛୁ ବୋଲି କହିଛନ୍ତି ମନମୋହନ ।

Leave A Reply

Your email address will not be published.