ବ୍ରହ୍ମଙ୍କ ପାଖରେ ବ୍ରହ୍ମକମଳ

0 332

ବାରଙ୍ଗ,୪/୬(ଏସ ଏସ ନିୟୁଜ)ବ୍ରହ୍ମଙ୍କ ପାଖରେ ଫୁଟିଛି ବ୍ରହ୍ମକମଳ।ଗୋଟିଏ ନୁହେଁ ଏକାବେଳକେ ତିନଟି ଫୁଟିଛି।ଏହିଭଳି ଘଟଣା ନନ୍ଦନକାନନସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ।ଏହି ଦୁର୍ଲଭ ଫୁଲ ଗୁରୁବାର ରାତିରେ ଫୁଟିଥିବାର ଦେଖିବାକୁ ମିଳିଛି।ମନ୍ଦିର ପାର୍ଶ୍ୱରେ ରହୁଥିବା ଜଣେ ବ୍ୟକ୍ତି ରାତିରେ ଉଠିଥିବାବେଳେ ଏହା ଜଣିବାକୁ ପାଇଥିଲେ ।ପରେ ପୂଜକକୁ ଡାକି ଦେଖାଇବା ସହ ପାଖରେ ଥିବା କିଛି ଲୋକମାନେ ଆସି ଦେଖିବା ପାଇଁ ରୁଣ୍ଡିଭୁତ ହୋଇଥିଲେ ।ଶୁକ୍ରବାର ସକଳେ ଏହା ପ୍ରଭୁଙ୍କ ପାଖରେ ଅର୍ପଣ କରାଯା ଇଥିବାର ଜଣାପଡିଛି।

Leave A Reply

Your email address will not be published.