ବେକରେ ଛୁରୀ ଭୁସିଦେଲେ କରୋନା ଆକ୍ରାନ୍ତ

0 543

ଚୌଦ୍ୱାର, ୪/୬(ଏସଏସନିୟଜ) ଟାଙ୍ଗିସ୍ଥିତ କୋଭିଡ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇଦିନ ହେଲା କୋଭିଡ ହସ୍ପିଟାଲକୁ ଚିକିସ୍‌ାପାଇଁ ଯାଇଥିବା ଏକ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫଳ କାଟି ଖାଇବା ପାଇଁ ସାଙ୍ଗରେ ଆଣିଥିବା ଏକ ଛୁରି ରେ ନିଜ ବେକରେ ଭୁଷି ଦେଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିସ୍‌ାପାଇଁ କଟକ ଏସସିବିର ସର୍ଜରୀ ବିଭାଗକୁ ଅଣାଯାଇଛି । ମାନସିକ ଭାରସାମ୍ୟ ହରାଇ ନିଜ କେବକୁ ଛୁରିରେ ଭୁଷିଦେଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.