ବ୍ରହ୍ମପୁରରେ ମାସ୍କ ବାଧ୍ୟ

0 241

ବ୍ରହ୍ମପୁର,୧୯/୭(ଏସଏସନିଉଜ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।ବ୍ରହ୍ମପୁର ମହାନଗର ନିଗମ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।ଧର୍ମାନୁଷ୍ଠାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ଓ ଦୋକାନୀମାନେ ନୋ ମାସ୍କ, ନୋ ଏଣ୍ଟ୍ରି, ନୋ ମାସ୍କ, ନୋ ଗୁଡ୍ସ ଲେଖିବାକୁ କୁହାଯାଇଛି ।

Leave A Reply

Your email address will not be published.