ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର

0 131

ଢେଙ୍କାନାଳ, ୧୯/୭(ଏସଏସନିଉଜ)ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ।ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ପାଇଁ ୧୧ ହଜାର ଲାଞ୍ଚ ନେଉଥିଲେ । ମେଡିକାଲ ସାମ୍ନା ଏକ କ୍ଲିନିକରେ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । କଟକଭିଜିଲାନ୍ସ ଥାନା କେଶନଂ୪୧/୨୨ରେ ଏକ ମକଦ୍ଦମାରୁଜୁକରାଯାଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.