ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀଗାଡ଼ି

୨ମୃତ,୧୨ଆହତ

0 35

କୋରାପୁଟ, ୧୭ା୩(ଏସଏସନିଉଜ) କୁନ୍ଦୁରାବ୍ଲକର ଖଟଲାପଦର ବ୍ରିଜରୁ ତଳକୁ ଖସିପଡିଛି ବରଯାତ୍ରୀଗାଡ଼ି। ଯାହାଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ଜଣ ଆହତ ହୋଇଛନ୍ତି ।ଆହତଙ୍କ ମଧ୍ୟରୁ ୩ଜଣ ଗୁରୁତରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତମାନେ କୁନ୍ଦୁରା ଡାକ୍ତରଖାନାରେ ପ୍ରାଥମିକଚିକିତ୍ସା କରାଇଛନ୍ତି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି । ଗାଡ଼ିଟି ବୈପାରିଗୁଡ଼ାବ୍ଲକ୍ ଅନ୍ତର୍ଗତ ଧଳପୁରରୁ ପ୍ରାୟ ୪୦ଜଣ ବରଯାତ୍ରୀଙ୍କୁ ନେଇ ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ନୂଆଗାଁକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା ।

Leave A Reply

Your email address will not be published.