ବ୍ରାଉନସୁଗାର ବିକି ବାପାମା ଓ ପୁଅ ଗିରଫ

0 190

ଢେଙ୍କାନାଳ,୩୦/୯(ଏସଏସନିୟୁଜ) ବ୍ରାଉନ୍‌ସୁଗାର କାରବାରରେ: ବାଜିଚୌକ ନିକଟ ହାଉସିଂବୋର୍ଡ ଅଂଚଳରେ ବାପାମା ଓ ପୁଅକୁ ଗିରଫ କରିଛି ଟାଉନ ଥାନା ପୁଲିସ ।ଏହାସହ ୧୩.୭୩ ଗ୍ରାମ୍ ବ୍ରାଉନ୍ ସୁଗାର, ଗୋଟିଏ ଆଲୁମିନିୟମ୍ ଫଏଲ୍ ରୋଲ୍, ଗୋଟେ ଡିଜିଟାଲ୍ ଓଜନ ମେସିନ୍ ମଧ୍ୟ ଜବତ କରିଛି ।ଗତକାଲି ପୋଲିସ କୈାଣସି ସୁତ୍ରରୁ ଖବରପାଇ ଅର୍ତକିତଭାବେ ଚଢଉ କରି ବାପା, ମାଆ ଓ ପୁଅକୁ ଗିରଫ କରିାବ ସହ ୧୩.୭୩ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି ।

Leave A Reply

Your email address will not be published.