ଚୋରୀମାମଲାରେ ଧରାହେଲେ ୩

0 201

ଭୁବନେଶ୍ବର,୩୦/୯(ଏସଏସନିୟୁଜ)ଚୋରୀକରି ଧରାପଡିଲେ ତିବିଜଣ ଚୋର ।ସେମାନେ ହେଲ ନୂଆପଲ୍ଲୀ ମୁଣ୍ଡାସାହିର ପିଣ୍ଟନ ନାୟକ, ମଣ୍ଟୁ ନାୟକ ଓ ସାବନ ନାୟକ।ଏମାନେ ଜଳସଂପଦ ବିଭାଗର ମହିଳା ଓଏଏସ୍ ଅଧିକାରୀ ସୋନାଲି ଶୁଭଦର୍ଶିନୀଙ୍କ କ୍ବାର୍ଟର୍ସ ନଂ ଭି-୩ ଘରୁ ୧୦ଦିନ ବ୍ୟବଧାନରେ ଦୁଇ ଦୁଇ ଥର ଚୋରି କରିଥିଲେ ।ପୋଲିସ ତଦନ୍ତକରିଏହି ତିବିଜଣଙ୍କୁ ଗିରଫ ଗିରଫକରିବାସହ ଲୁଟେରାଙ୍କ ଠାରୁ ଗୋଟିଏ ଏଲ୍‌ଇଡି ଟିଭି, ସୁନା କାନଫୁଲ ଓ ଲକେଟ୍ ଏବଂ ୨ହଜାର ଟଙ୍କା ଜବତ କରିଛି।

Leave A Reply

Your email address will not be published.