ଭୁବନେଶ୍ୱର,୧୯।୨(ଏସଏସ ନିଉଜ)୨୫,୦୦୦ ଆନ୍ତର୍ଜାତିକ ରନ୍ ସଂଗ୍ରହ କରି ଦ୍ରୁତତ୍ତମ ବ୍ୟାଟସ୍ମ୍ୟାନ୍ ହୋଇଛନ୍ତି ବିରାଟ କୋହଲି lଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିଲ୍ଲୀ ଟେଷ୍ଟ୍ର ଦ୍ବିତୀୟ ଇନିଙ୍ଗ୍ସ୍ରେ ଆଜି ୧୨ ରନ୍ ସଂଗ୍ରହ କରିବା ପରେ ଭାରତୀୟ କ୍ରିକେଟ୍ ଖେଳାଳି ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍ରେ ୨୫,୦୦୦ ରନ୍ ସମ୍ପୂର୍ଣ୍ଣ କରି ଦ୍ରୁତତ୍ତମ ବ୍ୟାଟ୍ସ୍ମ୍ୟାନ୍ ହେବାର ଗୌରବ ଅର୍ଜନ କରିଛନ୍ତି ।