କୁକୁଡ଼ାକଟା ଚାପଡ଼ରେ ହାଣିଲେ

0 491

ଭୁବନେଶ୍ୱର,୧୮।୨(ଏସଏସ ନିଉଜ)କୁକୁଡ଼ାକଟା ଚାପଡ଼ରେ ଗୋଡେଇଗୋଡେଇ ହାଣିଛନ୍ତି।ଖଣ୍ଡଗିରିଥାନା ଅନ୍ତର୍ଗତ ଆଇଗିଣିଆରେ ଘଟିଛି ଏହି ଅଘଟଣ। ଗତକାଲି ରାତିପ୍ରାୟ ୧୦.୩୦ରେ ଘଟିଛି ଅଘଟଣ। ମଦପିଇ ତୁମୁଳକାଣ୍ଡ ଘଟାଇଛନ୍ତି ଅଭିଯୁକ୍ତ। ଚାପଡ଼ରେ ହାଣି ୨ ଜଣଙ୍କୁ କରିଛନ୍ତି ଲହୁଲୁହାଣ। ଆହତ ୨ଜଣ ହେଲେ ମନୋଜ କୋଠିଆ ଓ ସନ୍ତୋଷଡାକୁଆ ବୋଲି ଜଣାପଡିଛି।

Leave A Reply

Your email address will not be published.