ବଣାଇ,୧୯।୨(ଏସଏସ ନିଉଜ) ଗାଁନିକଟ ଜଙ୍ଗଲରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି। ମହୁଲପଦାଥାନା ବଡ଼ଜଲଗାଁ ନିକଟ ଜଙ୍ଗଲରେ ପଡିଛି ମୃତଦେହ। ମୃତକ ବଡ଼ଜଲ ଗାଁର ହୋଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଛାନଭିନ୍ ଆରମ୍ଭ କରିଛି।

Prev Post
Next Post