ବ୍ରାଉନସୁଗର କିଙ୍ଗପିନ ଗିରଫ

0 116

ଜଳେଶ୍ବର,୩/୭(ଏସ ଏସ ନିଉଜ)ବ୍ରାଉନସୁଗର କିଙ୍ଗପିନ ତୈରୁଦ୍ଦିନ ଗିରଫ ହୋଉଥିବାର ଜଣାପଡିଛି। ଜଳେଶ୍ବର ପୋଲିସ ଆଜି ସକାଳୁ ତୈରୁଦ୍ଦିନ ଓ ଦୁଇ ସହଯୋଗୀଙ୍କୁ ଗିରଫ କରିବାସହ ଘଟଣାସ୍ଥଳରୁ ୩୦୦ଗ୍ରାମର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ତୈରୁଦ୍ଦିନ ନାମରେ ପୂର୍ବରୁ ଏକାଧିକ ମାମଲା ଥିବା ସୂଚନା ମିଳିଛି ।

Leave A Reply

Your email address will not be published.