ଓଲଟିଲା ପିକଅପ ଭ୍ୟାନ୍‌

0 151

ରାଉରକେଲା,୩/୭(ଏସ ଏସ ନିଉଜ) ପିକଅପ ଭ୍ୟାନ୍‌ ଓଲଟି ୧୦ଜଣ ଆହତ ହୋଇଛନ୍ତି। ବନ୍ଧମୁଣ୍ଡାରୁ ବିଶ୍ରା ଯାଉଥିବା ବେଳେ ଭାରସାମ୍ୟ ହରାଇ ମଙ୍ଗଲ ବଜାର ନିକଟରେ ଭ୍ୟାନ୍ ଟି ଓଲଟି ପଡିଥିଲା ।ଆହତମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି ।

Leave A Reply

Your email address will not be published.