ବିଏସ୍‌ଏଫ୍ ଯବାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

0 231

ମାଲକାନଗିରି ,୫/ ୮( ଏସ୍ଏସ୍ ନିୟୂଜ) ମାଲକାନଗିରି  ଜିଲ୍ଲାର  ଚିତ୍ରକୋଣ୍ଡା  ଥାନା ନିକଟରେ ଥିବା ବିଏସଏଫ କ୍ୟାମ୍ପରେ ଜଣେ  ଯବାନ ଆତ୍ମହତ୍ୟା କରିଛନ୍ତି ।ସେ ତାଙ୍କ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି ।ତାଙ୍କ ଘର ରାଜସ୍ଥାନ ହୋଇଥିବାବେଳେ ସେ ଚିତ୍ରକୋଣ୍ଡା 9 ନମ୍ବର ବାଟାଲିୟନ କାର୍ଯ୍ୟକରୁଥିଲେ ।
ସେ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡ଼ିନାହିଁ।

Leave A Reply

Your email address will not be published.