ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲଙ୍କ ପରଲୋକ

0 212

ମୁମ୍ବାଇ,୫/୮ (ଏସଏସନିୟୁଜ) ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ ନିଲାଙ୍ଗେକର ଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି। ବୁଧବାରଏକ ଘରୋଇ ଡାକ୍ତରଖାନାରେ ଅସୁସ୍ଥତା ଯୋଗୂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ନିକଟରେ ସେ କରୋନାର ଆକ୍ରାନ୍ତ ଶିକାର ହୋଇ ଚିକିତ୍ସା ପରେ ରିପୋର୍ଟ ନେଗେଟିଭ୍ ଆସିବାରୁ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ।

Leave A Reply

Your email address will not be published.