ବୁଦାମଧ୍ୟରୁ ମିଳିଲା ମୃତଦେହ

0 274

ରାଉରକେଲା,୧୫/୦(ଏସ ଏସ ନିୟୁଜ)ଦୀପିକା ଇଂଲିସ ମିଡିୟମ ସ୍କୁଲ ପଛପଟେ ଥିବା ବୁଦାମଧ୍ୟରୁ ତଣ୍ଟି କାଟି ହତ୍ୟା କରି ପକାଇଦେଥିବା ଜଣେ ଯୁବକଙ୍କର ଶବକୁ ରାଉରକେଲାର ସେକ୍ଟର ୭ ଥାନା ପୋଲିସ ଉଦ୍ଧାର କରିଛି ।ମର୍ଣ୍ଣି ୱାକରେ ଯାଇଥିବା କିଛି ଲୋକ ଏହାଦେଖି ପୋଲିସକୁ ଖବର ଦେଇଥିଲେ।ତେବେ ଆଜି ଭୋର ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରିଛି।ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ସାଇଣ୍ଟିଫିକ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

 

 

Leave A Reply

Your email address will not be published.