ବୁଡ଼ିଗଲା ଜାତୀୟ ରାଜପଥ

0 111

ମାଲକାନଗିରି, ୯/୮(ଏସଏସନିଉଜ) ଲଗାଣ ବର୍ଷା ଯୋଗୁ ପୋଲ ଉପରେ ୪ ଫୁଟ୍ ଉଚ୍ଚର ପାଣି ଚାଲୁଛି । ଛତିଶଗଡ଼ ଝାପ୍ରା ପୋଲରେ ୪ ଫୁଟ୍ ଉଚ୍ଚର ପାଣି ଓ କାଙ୍କରକଣ୍ଡାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିବାରୁ ଯାତାୟାତ ବାଧାପ୍ରାପ୍ତ, ହେବାସହ ମାଲକାନଗିରି-କାଲିମେଳା ରାସ୍ତା ବନ୍ଦ ବନ୍ଦ ହୋଇଯାଇଛି ।ସେହିଭଳିଭାବେମାଲକାନଗିରିରେ ଲଗାଣ ବର୍ଷା ଲାଗିରହିବାରୁ ଏନ୍ଏଚ୍‌ରେ ୫ ଫୁଟ୍‌ର ପାଣି.ଚାଲୁଛି ।ମୋଟୁ ନିକଟ ଏନ୍ଏଚ୍ ୩୨୬ରେ ୫ ଫୁଟ୍‌ର ପାଣି ପ୍ରବାହିତ. ହେବାରୁ ଆନ୍ଧ୍ର-ତେଲେଙ୍ଗାନା-ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

Leave A Reply

Your email address will not be published.