ସ୍ବାଧୀନତା ଦିବସରେ ପରେଡ୍ ମନା

0 135

ଭୁବନେଶ୍ୱର, ୯/୮(ଏସଏସନିଉଜ) ସ୍ବାଧୀନତା ଦିବସରେ ରାଜ୍ୟରେ ହେବନି ପରେଡ୍‌। ପ୍ରଦର୍ଶନୀ ପଡ଼ିଆରେ ହେବ ପତାକା ଉତ୍ତୋଳନ। କୋଭିଡ କଟକଣା ଭିତରେ ହେବ ପତାକା ଉତ୍ତୋଳନ। ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ, ହେବନି ଜନ ସମାଗମ ବୋଲି ଜଣାପଡିଛି ।

Leave A Reply

Your email address will not be published.