ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

0 136

ଭୁବନେଶ୍ୱର, ୯/୮(ଏସଏସନିଉଜ) ତୁରେକେଲା ବ୍ଳକ ବାଞ୍ଜିପାଲି ଗାଁରେ ଯୁବକଙ୍କ ମୃତଦେହ ଠାବ ହୋଇଛି । କପା ଚାଷ ଜମିର ମହୁଲ ଗଛରେ ଝୁଲିଛି ଯୁବକଙ୍କ ମୃତଦେହ। ମୃତକ ଜଣକ ହେଲେ ବାଞ୍ଜିପାଲି ଗାଁର ହେମନ୍ତ ମାଝୀ। ମୃତ୍ୟୁର କାରଣ ଅସ୍ପଷ୍ଟ, ରହିଥିବାବେଳେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.