ବସ୍ ଅପହରଣ ଉଦ୍ୟମ

0 104

ବୌଦ୍ଧ ,୨୬ା୩(ଏସଏସନିଉଜ)ବୌଦ୍ଧବସଷ୍ଟାଣ୍ଡରେ ମଦ୍ୟପଯୁବକଙ୍କର ବସ୍ ଅପହରଣ ଉଦ୍ୟମ ବ୍ୟର୍ଥ ହୋଇଛି ।, ଜଣେ ଡ୍ରାଇଭରଙ୍କୁ ୪ଜଣ ଯୁବକ ଭୁଜାଲିଦେଖାଇ ଏକ ଘରୋଇବସକୁ ବଲାଙ୍ଗିରନେଇ ଯିବାକୁ ବାଧ୍ୟ କରିଥିଲୋ ଲୋକଙ୍କ ନଜରପଡ଼ିବାରୁ ଜଣେ ଦୁର୍ବୃତ୍ତକୁ କାବୁ କରି ପୁଲିସ ଜିମା ଦେଇଥିଲେ ।କୈାଶଳକ୍ରମେ ଅନ୍ୟ ୩ଜଣ ଫେରାର ହୋଇଯାଇଥିଲେ ।ଏହି ଘଟଣାକୁ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.