ଆଲବମ ଅଭିନେତ୍ରୀଙ୍କ ଆତ୍ମହତ୍ୟା।

0 155

ବଲାଙ୍ଗୀର,୨୬ା୩(ଏସଏସନିଉଜ)ବଲାଙ୍ଗୀରସହର ସୁଦପଡାଘରେ ଆଲବମଅଭିନେତ୍ରୀ ରୁଚିସ୍ମିତାଗୁରୁଙ୍କ ଝୁଲନ୍ତାଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.