ବସ୍ ଧର୍ମଘଟ ସ୍ଥଗିତ

0 174

ଭୁବନେଶ୍ୱର,୨୭/୬(ଏସଏସନିଉଜ) ରାଜ୍ୟ ବସ ମାଲିକ ସଂଘ ପକ୍ଷରୁ ଡାକରା ଦିଆଯିବାକୁ ଥିବା ବସ୍ ଧର୍ମଘଟ ସ୍ଥଗିତ ରଖାଯାଇଛି । ରଥଯାତ୍ରାକୁ ଆଖିଆଗରେ ରଖି ଧର୍ମଘଟ ସ୍ଥଗିତ ରହିଛି। ଜୁଲାଇ ୧ ରେ ହେବାକୁ ଥିବା ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବାର ଜଣାପଡଥିବାସହ ଜୁଲାଇ ୩୧ ପର‌୍ୟ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିଲା ବସ୍ ମାଲିକ ସଂଘ। ଜୁଲାଇ ସୁଦ୍ଧା ଦାବି ପୂରଣ ନହେଲେ ଅଗଷ୍ଟରେ ଧର୍ମଘଟକୁ ଓହ୍ଲାଇବ ସଂଘ ବୋଲି ଜଣାପଡିଛି ।

Leave A Reply

Your email address will not be published.