ବ୍ୟବସାୟୀଙ୍କଠାରୁ ଟଙ୍କା ଛଡାଇ ପିସିଆର ହାବୁଡରେ ପଡିଲେ ୨

0 411

ଭୁବନେଶ୍ୱର,୨୦/୬(ଏସ୍‌ଏସ୍‌ନିୟୁଜ) ଭୁବନେଶ୍ବର ୪ ନମ୍ବର ମାର୍କେଟରେ ପରିବା ବ୍ୟବସାୟୀଙ୍କ ଠାରୁ ଟଙ୍କା ଛଡାଇ ନେଇଯାଉଥିବା ବେଳେ ୨ ଦୁର୍ବୃତ୍ତ ପୋଲିସ ହାବୁଡ଼ରେ ପଡ଼ିଛନ୍ତି । ସୁର୍ଯ୍ୟ  ନଗରରରେ ରହୁଥିବା ପରିବା ବ୍ୟବସାୟୀ ପ୍ରଦିପ ବେପାର ସାରି ଫେରୁଥରଲେ । ରାତି ସାଢେ ୨ଟା ରେ ଭିଜିଲାନସ ଅଫିସକୁ ଲାଗିଥିବା ପାଚେରି ପାଖରେ ପ୍ରଦୀପ ପହଁଚିବାବେଳେ ଦୁଇଦୁର୍ବୁତ ଆଗକୁ ଆସିଥିଲେ ।ଗାମୁଛାରେ ମାଡି ପ୍ରଦୀପଙ୍କ ପକେଟରୁ ୮ ହଜାର ଟଙ୍କା ଓ ମୋବାଇଲ ଫୋନ ଛଡାଇ ଖସି ପଳାଇଯାଇଥିଲେ । ଏହିସମୟରେ ଆରପଟୁ କ୍ୟାପିଟାଲ ଥାନାର ପିସିଆର ଭ୍ୟାନ ଆସୁଥିବାବେଳେ ତାଙ୍‌କ ହାବୁଡରେ ଧରାପଡିଯାଇଥିଲେ ଏହି ଦୁଇ ଦୁର୍ବୁତ ସୁଶାନ୍ତ ବାରିକ ଓ ସୁକାନ୍ତ ନାୟକ ।

Leave A Reply

Your email address will not be published.