କଟକ,୯/୯(ଡିଏନଏ)ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ଼ । କଟକ ସହର ଉପକଣ୍ଠ ଅଥଙ୍ଗା ନିକଟରେ ଗୁଳିକାଣ୍ଡ ଘଟିଛି । ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହେବାସହ ତାଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି । ଲୁଟ୍ ପାଇଁ ବାଇକରେ ୨ ଦୁର୍ବୃତ୍ତ ଆସି ବ୍ୟବସାୟୀଙ୍କୁ ଗୁଡିମାଡ କରିଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଜାରି ରହିଥିବାବେଳେ ବ୍ୟବସାୟୀଙ୍କୁ ଚିକିସ୍ାପାଇଁ ଏସସିବିରେ ଭର୍ତ୍ତି କରାଯାଇଛି ।