ନିଲମ୍ବିତ ହେଲେ ପ୍ରଶାନ୍ତ ଜଗଦ୍ଦେବ

0 216

ଭୁବନେଶ୍ୱର,୮/୯(ଏସଏସନିୟୁଜ) ଚିଲିକା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ବିଜେଡି ନିଲମ୍ବନ କରିଛି ।ପ୍ରାୟ ସମୟରେ ଚର୍ଚ୍ଚାରେ ରହୁଥିବା ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ବୁଧବାର ସନ୍ଧ୍ୟାରେ ମାଡପିଟର ଅଭିଯୋଗ ଆସିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଶୃଙ୍ଖଳିତ ଆଚରଣ ପାଇଁ ପ୍ରଶାନ୍ତଙ୍କୁ ନିଲମ୍ବନ କରିଛନ୍ତି ।

Leave A Reply

Your email address will not be published.