ଗଣେଶ ପୁଜାରୁ ହେବ ୫ଟିରାଶିର ରାଜଯୋଗ,ଜାଣନ୍ତୁ କିଏ?

0 563

🕉ଗଣେଶାୟ ନମଃ🕉 ଗଣେଶ ଚତୁର୍ଥୀ ୧୦ ସେପ୍ଟେମ୍ବରରେ ୫ ଟି ରାଶିରେ ହେବ ମହାସଂଯୋଗ। ଆସନ୍ତୁ ଜାଣିବା !
୫୮ ବର୍ଷ ପରେ ୧୦ ସେପ୍ଟେମ୍ବର ୨୦୨୧ ଶୁକ୍ରବାର ଠାରୁ ଶ୍ରୀ ଗଣେଶ ଚତୁର୍ଥୀ ଦିନ ଠାରୁ ହିଁ ଏହି ୪ ଟି ରାଶି ପାଇଁ ଆସୁଛି ଅତ୍ୟନ୍ତ ହିଁ ଖୁସିର ଦିନ। ଏମାନଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି। ଏମାନଙ୍କ ଜୀବନରେ କିଛି ଏପରି ପୃବର୍ତନ ଆସିବ ଯାହା ଦ୍ୱାରା ଚମକି ଉଠିବ ଏମାନଙ୍କ ଭାଗ୍ୟ ତା ସହିତ ମା ଲକ୍ଷ୍ମୀଙ୍କ କୃପାବି ଏମାନଙ୍କ ଉପରେ ରହିବ। ତ ଏମାନଙ୍କର ବିଶେଷ ରୂପରେ ଧନ ଜନିତ ସମସ୍ତ ସମସ୍ୟା ଦୂର ହେବ ଓ ଧନର ଅଭାବ ରହିବ ନାହିଁ।
ଭଗବାନ ଶ୍ରୀ ଗଣେଶଙ୍କର କଥାର ବର୍ଣ୍ଣନା ବହୁତ ଗ୍ରନ୍ଥରେ ମିଳିଥାଏ। ଭଗବାନ ଶ୍ରୀ ଗଣେଶ ଏମିତି ଅନେକ ଲୀଳା କରିଛନ୍ତି ଯାହା ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ସହିତ ମିଶିଥାଏ। ଏହି ଲୀଳାର ବର୍ଣ୍ଣନା ମୁଦ୍ଗଲ ପୁରାଣ, ଗଣେଶ ପୁରା. ଶିବ ପୁରାଣ ଓ ବ୍ରହ୍ମ ବୈବର୍ତ୍ତ ପୁରାଣରେ ମିଳିଥାଏ। ଭଗବାନ ଗଣେଶ ଜି ଉନ୍ନତି ସୁଖମୟ ବାତାବରଣ ଓ ମଙ୍ଗଳକାରୀ ଦେବତା ଅଟନ୍ତି। ଯେଉଁଠାରେ ଭଗବାନ ଶ୍ରୀ ଗଣେଶଙ୍କର ନିତ୍ୟ ପୂଜା ଅର୍ଚ୍ଚନା ହୋଇଥାଏ ସେଠାରେ ରିଧି ସିଦ୍ଧି ଓ ଶୁଭ ଲାଭର ବାସ ହୋଇଥାଏ। ଭାରତରେ ପ୍ରତ୍ୟକ ବର୍ଷ ଗଣେଶ ଚତୁର୍ଥୀର ପର୍ବ ବହୁତ ଧୁମଧାମରେ ପାଳନ କରାଯାଇଥାଏ। ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ସମ୍ପୂର୍ଣ୍ଣ ଭାରତ ବର୍ଷରେ ଗଣେଶ ଚତୁର୍ଥୀର ପର୍ବ ପାଳନ କରାଯାଏ। ଧାର୍ମିକ ମାନ୍ୟତା ଏପରି ଅଛି କି ଗଣେଶଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭ କାର‌୍ୟ୍ୟରେ କୌଣସି ବାଧା ଆସିନଥାଏ। ସେଥିପାଇଁ କୌଣସି ବି କାର‌୍ୟ୍ୟକୁ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ତା ସହିତ ଆଉ ଏକ ପ୍ରମୁଖ କଥା ଜାଣି ନିଅନ୍ତୁ କି ଏହିଥର ୧୦ ସେପ୍ଟେମ୍ବରକୁ ଗଣେଶ ଚତୁର୍ଥୀର ଏକ ଶୁଭ ଅବସରରେ ଏକ ମହାସଂଯୋଗ ସୃଷ୍ଟି ହେଉଅଛି। ଯାହା ଦ୍ୱାରା ୪ ଟି ରାଶିର କୁଣ୍ଡଳୀରେ ରାଜଯୋଗର ସଂଯୋଗ ରହୁଅଛି। ଆଜି ଆମେ ଆପଣଙ୍କୁ ସେହି ୪ ଟି ରାଶି ବିଷୟରେ କହିବାକୁ ଯାଉଛୁ ଯାହା ଏହି ପ୍ରକାରର ରହିଛି।
ମେଷ ରାଶି:-ଏହି ରାଶି ଥିବା ବ୍ୟକ୍ତିଙ୍କ ପାଇଁ ୧୦ ସେପ୍ଟେମ୍ବର ଠାରୁ ସୃଷ୍ଟି ହେଉଥିବା ରାଜଯୋଗ ଦ୍ୱାରା ଏମାନଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣ ଯେଉଁ କାର୍ଯ୍ୟ  ମନ ଲଗାଇ କରିବେ ସେଥିରେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ। ଆପଣ ଆପଣଙ୍କ ଜୀବନରେ ଦ୍ରୁତ ଗତିରେ ପ୍ରଗତିଶୀଳ ରହିବେ ଓ ଏହି ରାଶିଥିବା ବ୍ୟକ୍ତିଙ୍କ ପାଇଁ ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ନିରନ୍ତର ରହିବ। ଯେଉଁ କାରଣରୁ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବ।ତା ସହିତ ଭଗବାନ ଶ୍ରୀ ଗଣେଶଙ୍କର କୃପା ମଧ୍ୟ ରହିବ। ଯେଉଁଥି ପାଇଁ ଆପଣଙ୍କ ସମସ୍ତ କାର୍ଯ୍ୟ ରେ ଆପଣଙ୍କୁ ସଫଳତା ମିଳିବାର ପୁର୍ଣ ସମ୍ଭାବନା ରହିଛି।
ସିଂହ ରାଶି:-ଏହି ରାଶି ବ୍ୟକ୍ତିଙ୍କ ପାଇଁ ୧୦ ସେପ୍ଟେମ୍ବର ଠାରୁ ହେଉଥିବା ରାଜଯୋଗ କାରଣରୁ ଆପଣଙ୍କ ଜୀବନରେ କିଛି କଠିନ ସମସ୍ୟା ଆସିପାରେ। ତାହାକୁ ଆପଣ ଅତି ସରଳତାର ସହିତ ସମାଧାନ କରିପାରିବେ। ହକ୍ଟଭ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ପଦନ୍ନତି ହେବାର ପୂର୍ଣ୍ଣ ସମ୍ଭାବନା ରହିଛି। ଆୟରେ ବୃଦ୍ଧି ରହିବ। ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ଅପାର ସଫଳତା ପ୍ରାପ୍ତି ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ। ଘର ଓ ପରିବାରରେ ଖୁସିର ବାତାବରଣ ରହିବ। ଭଗବାନ ଶ୍ରୀ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ନିରନ୍ତର ରହିବ। ଯେଉଁଥି ପାଇଁ ଆପଣଙ୍କୁ ଆପଣଙ୍କ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
କନ୍ୟା ରାଶି:-ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସୃଷ୍ଟି ହେଉଥିବା ରାଜଯୋଗ ପ୍ରଭାବରୁ ଏମାନଙ୍କର ଆଗକୁ ଆସିବାକୁ ଥିବା ସମୟ ବହୁତ ହିଁ ଖାସ ରହିବାର ଅଛି। ଆପଣ ଆପଣଙ୍କର କାର୍ଯ୍ୟ  ରେ ଦ୍ରୁତ ଗତିରେ ଉନ୍ନତି କରିବେ। ଧନ ସମ୍ବଦ୍ଧିତ କୌଣସି ସମସ୍ୟା ରହିବ ନାହିଁ। କାରଣ ଧନର ଦେବୀ ମା ଲକ୍ଷ୍ମୀଙ୍କର କୃପା ଏବଂ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ସମାଜରେ ମାନ ସମ୍ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆପଣ କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ସମ୍ମାନିତ ହୋଇପାରନ୍ତି। ଦାମ୍ଫତ୍ୟ ଜୀବନ ଆପଣଙ୍କର ସୁଖମୟ ରହିବ।
କୁମ୍ଭ ରାଶି:-ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶ୍ରୀ ଗଣେଶଙ୍କର ଅପାର କୃପା ରହିବ। ଏବଂ ସେପ୍ଟେମ୍ବର ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହେଉଥିବା ରାଜଯୋଗ ଏମାନଙ୍କ ସମୟ ବହୁତ ହଁ ଉତ୍ତମ ରହିବାର ଅଛି। ଯେଉଁ ବ୍ୟକ୍ତି ଚାକିରୀ କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ସେମାଙ୍କ ସକର୍ମୀଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଆପଣଙ୍କ କାର୍ଯ୍ୟ  ରେ  ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଆପଣଙ୍କୁ ଆପଣଙ୍କର ଉଚିତ ଫଳ ପ୍ରାପ୍ତ ହେବ। ଏହି ରାଶିର ବ୍ୟକ୍ତିଙ୍କୁ ସରକାରୀ ଚାକିରୀ ମିଳିବାର ଯୋଗ ରହିଛି। ପରିବାରର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ନିରନ୍ତର ରହିବ। ଆପଣଙ୍କ ଉପରକୁ କୌଣସି ଧନ ଜନିତ ସମସ୍ୟା ଆସିଲେ ତାହା ଅତି ଶୀଘ୍ର ଦୂର ହେବ। ସମାଜରେ ଆପଣଙ୍କର ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ।

Leave A Reply

Your email address will not be published.