ଚାଲିଗଲା ଅବକାରୀକର୍ମଚାରୀଙ୍କ ଜୀବନ

0 106

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ସମ୍ବଲପୁରଜିଲ୍ଲା ଜାତୀୟରାଜପଥ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି ।ଧକ୍କାଦେଲା ଅଜଣାଗାଡି ।ଯାହାଫଳରେ ଚାଲିଯାଇଛି ଅବକାରୀକର୍ମଚାରୀଙ୍କ ଜୀବନ ।ମୃତକ ହେଉଛନ୍ତି ସମ୍ବଲପୁର ଅବକାରୀବିଭାଗର କର୍ମଚାରୀ ଦିଲ୍ଲୀପ କୁମାର ସ୍ୱାଇଁ ବୋଲି ଜଣାପଡିଛି ।

Leave A Reply

Your email address will not be published.