ମହାଶିବରାତ୍ରୀ ପାଇଁ ପ୍ରଭୁଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ

0 130

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଆସନ୍ତା୧୮ତାରିଖରେ ମହାଶିବରାତ୍ରୀ । ରାତି୧୦ଟାରେ ଉଠିବ ମହାଦୀପ । ରାତି୧୦ଟାରୁ୧୧ଟା ସାହାଣମେଲାଦର୍ଶନ ।ନିର୍ଘଣ୍ଟହୋଇଥିବା ନୀତି ମୁତାବକ ପ୍ରଭୁଲିଙ୍ଗରାଜଙ୍କର ରାତି୩ଟାରୁ ମଙ୍ଗଳଆଳତୀ ଓ ଅବକାଶନୀତି କରାଯିବ । ଏହାପରେ ଭୋରସାଢେ୩ଟାରୁ୧୧ଟା ଯାଏଁ ସାହାଣମେଲାଦର୍ଶନ ହେବ । ଦିନ୧୨ଟାରେ ମହାସ୍ନାନ ହେବ । ଏହାପରେ ଅପରାହ୍ନ ୩.୪୫ରୁ ୪.୪୫ପର୍ଯ୍ୟନ୍ତ ଘଣ୍ଟାଏଧରି ସାହାଣମେଲା ଦର୍ଶନହେବ । ସନ୍ଧ୍ୟା୭ଟାରେ ଶ୍ରୀଜୀଉଙ୍କ ପହୁଡପଡିବାପରେ ସନ୍ଧ୍ୟାଆଳତୀ, ମାଜଣା ଓ ଯାତ୍ରା ପୂଜା ହେବ ।

Leave A Reply

Your email address will not be published.