ଚାଲିଗଲା ବାପ-ପୁଅଙ୍କ ଜୀବନ

0 136

ଝାରସୁଗୁଡ଼ା,୩୦/୬(ଏସ ଏସ ନିଉଜ) ବାଇକକୁ ଭ୍ୟାନ୍
ଧକ୍କା ଦେବାରୁ ଚାଲିଗଲା ବାପ-ପୁଅଙ୍କ ଜୀବନ। ଜୋରାବଗା ବସଷ୍ଟାଣ୍ଡ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏହାପରେ ଲୋକମାନେ ଉତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ଜୋରାବଗା ଛକ ନିକଟରେ ରାସ୍ତାରୋକ କରିଛନ୍ତି।ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜରୁଛି ।

Leave A Reply

Your email address will not be published.