କାର ଓ ବାଇକ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ

0 166

କେନ୍ଦୁଝର,୪/୭୯ଏସଏସନିୟୁଜ) ସଦର ଥାନା ଅଧିନସ୍ଥ ଓଡିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଛକ ନିକଟ ଏକ ଚା’ ଦୋକାନ ସମ୍ମୁଖରେ ଥୁଆହୋଇଥିବା ଓଡି୩୩ ଭି୪୪୭୫ ନଂ କାର ଏବଂ ଓଡି୦୯ବି୦୫୭୦ ନଂ ବାଇକ ଉପରେ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଆସୁଥିବା ଓଡି୦୯କେ୬୨୫୨ ନଂ୧୨ ଚକିଆ ଟ୍ରକ ଉପରେ ଚଢିଯାଇଥିଲା । ଫଳରେ କାର ଭିତରେ ବସିଥିବା ଜଗତସିଂହପୁର ଶୈଳେନ୍ଦ୍ର ବେହେରା ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।ଟ୍ରକଚାଳକ ଫେରାର ହୋଇଯାଇଥିବାବେଳେ ପୋଲିସ ଆସି ଆହତଙ୍କୁ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିସ୍‌ାପାଇଁ ପଠାଇଛନ୍ତି।

Leave A Reply

Your email address will not be published.