Browsing Category
ଜିଲ୍ଲା
ସୁଧ ବେପାରୀଙ୍କୁ ଧରିଲା ପୋଲିସ
ଗଞ୍ଜାମ,୨୭।୬(ଏସଏସନିଉଜ)ଆସିକା ପୋଲିସ ଦ୍ଵାରା ଜଣେ ସୁଧ ବେପାରି ଗିରଫ ହୋଇଥିବାର ଜଣାପଡିଛି । ଗିରଫ ହୋଇଥିବା ସୁଧ ବେପାରି ଜଣକ ଲକ୍ଷ୍ମଣ ପାଣି ବୋଲି ଜଣାପଡିଥିବା…
Read More...
Read More...
ରାଜଧାନୀରୁ ନକଲି IAS ଗିରଫ
ଭୁବନେଶ୍ୱର,୨୬।୬(ଏସଏସନିଉଜ)ନକଲି ସବ୍ କଲେକ୍ଟରଙ୍କୁ ମାଡ଼ି ବସିଲା ସହିଦନଗର ଥାନା ପୋଲିସ।ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି।ଗିରଫ…
Read More...
Read More...
ଗଞ୍ଜେଇ ଚାଲାଣରେ ୨ସରକାରୀ ଶିକ୍ଷକ
ଟିଟିଲାଗଡ଼,,୨୬।୬(ଏସଏସନିଉଜ)ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ୨ ସରକାରୀ ଶିକ୍ଷକ।ଏନ୍ଏଚ୍ ୨୬ ବରଗାଁ ଛକରୁ ଧରିଲେ ଟିଟିଲାଗଡ଼ ଓ ତୁଷୁରା ଅବକାରୀ ଟିମ୍।କାର୍ରେ…
Read More...
Read More...
ସ୍କୁଲ ବହି ତ୍ରୁଟି:-୪ନିଲମ୍ବିତ
ଭୁବନେଶ୍ୱର,୨୬।୬(ଏସଏସନିଉଜ)ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଆକ୍ସନ ନେଇଛନ୍ତି।କମିଟି ସୁପାରିସ୍ ଅନୁଯାୟୀ ୪ ଅଧିକାରୀ ନିଲମ୍ବିତ…
Read More...
Read More...
ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ରକ୍ତଦାନ
ଭୁବନେଶ୍ୱର,୨୬।୬(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଉତ୍ତର ଭୁବନେଶ୍ୱର ଭାରତୀୟ ଜନତା ପାର୍ଟିର…
Read More...
Read More...
୨୦୨୯ରେ ମୁଁ ନିର୍ବାଚନ ଲଢ଼ିବି
ଭୁବନେଶ୍ୱର,୨୫।୬(ଏସଏସନିଉଜ)ଆଜି ବିଧିବଦ୍ଧ ଭାବେ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ବିଜେଡିରେ ସାମିଲ ହୋଇଛନ୍ତି।ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ…
Read More...
Read More...
ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା!
ଗଞ୍ଜାମ,୨୫।୬(ଏସଏସନିଉଜ)ହିଞ୍ଜିଳିକାଟୁ ଗୋହଷ୍ଟେଲ ରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାରପିନାଥପୁର ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟର ହଷ୍ଟେଲ ରେ ଜଣେ ଛାତ୍ରୀ…
Read More...
Read More...
ରଥଯାତ୍ରାରେ ଦିନରାତି ଚାଲିବ ବସ୍
ଭୁବନେଶ୍ବର,୨୫।୬(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଗୁଣ୍ଡିଚା ଓ ବାହୁଡ଼ା ଦିନ ଟୋଲ୍ ଫି’ ଆଦାୟ ମନା।ପିପିଲି ଟୋଲ୍ ଗେଟ୍ରେ ବସ୍ କି କାର୍, କୌଣସି…
Read More...
Read More...
ନନ୍ଦନକାନନ ଚାକିରି..
ଭୁବନେଶ୍ୱର,୨୪।୬(ଏସଏସନିଉଜ) ସରକାରୀ ଗାଡ଼ି ସରକାରୀ କାମରେ ବ୍ୟବହାର ହୁଏ।ଏହା ପୁଣି ଜନତାଙ୍କ ଟିକସ ଟଙ୍କାରେ ଚାଲେ। ହେଲେ ନନ୍ଦନକାନନ ଫରେଷ୍ଟ ଡିପାର୍ଟମେଣ୍ଟର ଏକ…
Read More...
Read More...
ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼ ଘଟଣା ୨ ଗିରଫ
ଭୁବନେଶ୍ବର,୨୪।୬(ଏସଏସନିଉଜ)ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ ଘଟିଥିବା ଗୁଳିମାଡ଼ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୨ ଜଣ ସଶସ୍ତ୍ର…
Read More...
Read More...