ଚେତାବନୀ ଦେଲେ ପୋଲିସ କମିଶନର

0 276

ଭୁବନେଶ୍ୱର,୩୧/୧୨(ଏସଏସନିୟୁଜ) ଗତକାଲିଠୁ ୩ ଦିନ ପର୍ଯ୍ୟନ୍ତ  ଚେକିଂକୁ ଜୋରଦାର କରିବ କମିସିନେରେଟ ପୋଲିସ । ନୂଆ ବର୍ଷ ପାଇଁ ଯେପରି ଭିଡ ନହୁଏ ସେଥିପ୍ରତି ନଜର ଦେଇ ଏସଆରସିଙ୍କ ନିୟମ ଅନୁସାରେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ କଟକ-ଭୁବନେଶ୍ବରରେ ଥିବା ସମସ୍ତ ମଲ, ରେଷ୍‌ଟୁରାଣ୍ଟ, ବାର୍ ଓ କ୍ଲବ ଗୁଡିକୁ କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ନିୟମରେ ଖିଲାପ ହେଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ପୁଲିସ କମିଶନର ।ଏହାସହିତ ତିନିଦିନ ପର୍ଯ୍ୟନ୍ତ ଚେକିଂ ଓ ବ୍ଳକିଙ୍ଗ ଜୋରଦାର କରାଯିବାକୁ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.