ଚର୍ଚ୍ଚା ଭିତରେ ସୁରରାଉତରାୟଙ୍କ ପ୍ରତିକ୍ରିୟା

0 69

ଭୁବନେଶ୍ୱର,୨୬।୩(ଏସଏସନିଉଜ)ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ BJD ଯିବା ଚର୍ଚ୍ଚା
ଭିତରେ ସୁର ରାଉତରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିସାନପୁଅ ମୋର ଅବୁଝା, BJD ଯିବାକୁ ବ୍ୟାକୁଳ ହେଉଛି ।ବିଜେଡି ଆଡ଼େ ସେ ଆକର୍ଷିତ ହେଇଯାଇଛି।ନବୀନ ପଟ୍ଟନାୟକଙ୍କ ଦ୍ଵାରା ସାନପୁଅ ପ୍ରଭାବିତ ହୋଇଛି।ଚେଷ୍ଟା ଚଲାଇଛି ପୁଅକୁ ବୁଝେଇବା ପାଇଁ।ଆଣ୍ଠେଇ ଗଲିଣି ତାକୁ କଂଗ୍ରେସରୁ ଲଢ଼େଇବା ପାଇଁ।ପୁଅ ସାବାଳକ, ଜବରଦସ୍ତି କରିପାରିବିନି କେବଳ ବୁଝାଉଛି।ମୋ ପାଇଁ କଂଗ୍ରେସ ଦଳ ମନ୍ଦିର, ହାତଚିହ୍ନ ଭଗବାନ।ପୁଅ BJDରୁ ଛିଡ଼ା ହେଲେ ମୁଁ ପ୍ରଚାର କରିବିନି।ଜଟଣୀରେ କଂଗ୍ରେସରୁ ଛିଡ଼ା ନହେଲେ ପ୍ରଚାର କରିବିନି ବୋଲି ସୁର କହିଛନ୍ତି।

Leave A Reply

Your email address will not be published.