ବାହାଘର ୮ଦିନ ପୂରିଲାନି

0 41

ସୋର,୨୬।୩(ଏସଏସନିଉଜ)ବାହାଘର ୮ଦିନ ପୂରିନି ନବବଧୂର ଝୁଲନ୍ତାମୃତଦେହ ଉଦ୍ଧାର ହୋଇଛି।ସୋରଥାନା ଗୋପିନାଥପୁର ପଞ୍ଚାୟତ ହାତୀଗଡ଼ ଗାଁରେ ଅଘଟଣ ଘଟିଛି।ଘରଆଗରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।ଆତ୍ମହତ୍ୟା କି ହତ୍ୟା ସ୍ପଷ୍ଟ ହୋଇପାରିନଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି।

Leave A Reply

Your email address will not be published.