ବଜ୍ରାଘାତରେ ଚାଲିଗଲା ୩୨ ଛେଳିର ଜୀବନ

0 39

ଗଂଜାମ,୨୫ା୩(ଏସଏସନିଉଜ) ସୋମବାର ଅପରାହ୍‌ଣରେ ବଡ଼ଗଡ଼ଥାନା ଅଧୀନ ହାତୀଖାଲ ଗ୍ରାମରେ ବଜ୍ରାଘାତରେ ୩୨ଟି ଛେଳିଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଛେଳିଚରାଳି ଆହତ ହୋଇଛନ୍ତି। ଆହତ ପପୁ ମହାଙ୍କୁଡ, ସାଇଶ୍ରୀ ଗୌଡ଼ ଓ ଶୁଭଶ୍ରୀ ଗୌଡ଼ଙ୍କୁ ଚିକିସ୍‌ାପାଇଁ ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ।ଏବେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବାର ଜଣାପଡିଛି ।

Leave A Reply

Your email address will not be published.