ଚାଷ ପାଇଁ ଲକ୍ଷେ କୋଟି

0 451

ଭୁବନେଶ୍ୱର,୮/୭(ଏସଏସନିୟୁଜ) ଗତକାଲି କେନ୍ଦ୍ର କ୍ୟାବିନେଟରେ ଆମୂଳଚୂଳ ପରିବର୍ତ୍ତନ ହୋଇଛି ।ଏହାପରେ ଚାଷୀ ଓ ଚାଷର ଉନ୍ନତି ପାଇଁ ୧ ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପ୍ରଥମ କ୍ୟାବିନେଟ ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି ଘୋଷଣା କରିଛନ୍ତି । ମଣ୍ଡି ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଓ ଏପିଏମସି ଏବଂ ମଣ୍ଡି ବ୍ୟବସ୍ଥା ପୂର୍ବପରି ବଳବତ୍ତର ରହିବ ବୋଲି ତୋମର ଘୋଷଣା କରିଛନ୍ତି ।

Leave A Reply

Your email address will not be published.