ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର

0 197

ଝାରସୁଗୁଡ଼ା,୨୨ା୨(ଏସଏସନିଉଜ)ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର ଆହତ ହୋଇଛନ୍ତି ।କଣ୍ଟାପାଲି PKSS   ଡିଗ୍ରୀ କଲେଜରେ ଛାତ୍ର-ଶିକ୍ଷକ ହାତାହାତି ହୋଇଛନ୍ତି। ଯୁକ୍ତ୩ ଦ୍ୱିତୀୟ ବର୍ଷର ଜଣେଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର ହୋଇଛନ୍ତି। ଛାତ୍ର ଜଣଙ୍କ ବିଳମ୍ବରେ ଆସିବାରୁ ଅଧ୍ୟାପକ କ୍ଲାସକୁ ବାରଣ କରିଥିଲୋଏହାକୁନେଇ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା ।ଗୁରୁତରଆହତ ହୋଇଥିବା ଅଧ୍ୟାପକଙ୍କୁ ଚିକିସ୍‌ପାଇଁ ବୁର୍ଲା କୁ ପଠାଯାଇଛ ।

Leave A Reply

Your email address will not be published.